ସଂପତି ତାଲିକା ଦେଇନଥିଲେ ପଦୋନ୍ନତି ବନ୍ଦ
ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.) - ୨୦୨୪ ବର୍ଷ ଠାରୁ ସମ୍ପତ୍ତି ତାଲିକା ଦେଇ ନ ଥିଲେ ଅଧିକାରୀ/କର୍ମଚାରୀ ମାନଙ୍କର ପଦୋନ୍ନତି ବନ୍ଦ ହେ । ଏନେଇ ସୂଚନା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । କୌଣସି ପରିସ୍ଥିତିରେ ଆଉ ଅଧିକ ସମୟ ଦିଆଯାଇ ପାରିବ ନାହିଁ । ଦିଆଯ
ସଂପତି ତାଲିକା ଦେଇନଥିଲେ     ପଦୋନ୍ନତି ବନ୍ଦ


ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.)

- ୨୦୨୪ ବର୍ଷ

ଠାରୁ ସମ୍ପତ୍ତି ତାଲିକା ଦେଇ ନ ଥିଲେ ଅଧିକାରୀ/କର୍ମଚାରୀ ମାନଙ୍କର ପଦୋନ୍ନତି ବନ୍ଦ ହେ । ଏନେଇ

ସୂଚନା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । କୌଣସି

ପରିସ୍ଥିତିରେ ଆଉ ଅଧିକ ସମୟ ଦିଆଯାଇ ପାରିବ ନାହିଁ । ଦିଆଯାଇଥିବା ସମୟ ସରିଯାଇଛି, ଏଚଆରଏମ ପୋର୍ଟାଲ ଆଉ ଖୋଲିବ ନାହିଁ । ୨୦୨୫ ବର୍ଷର ସମ୍ପତ୍ତି ତାଲିକା ୨୦୨୬ ଜାନୁଆରୀ ୧ରୁ

୩୧ ଭିତରେ ଦାଖଲ ନିର୍ଦ୍ଦେଶ ଦିଆଯାଇଛି |

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande