ପିତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଜଣେ ଗିରଫ
ଗଞାମ, ୨୯ ଅକ୍ଟୋବର (ହି.ସ.)- ଵ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ଯା ଘଟଣାରେ ଅନ୍ୟତମ ଅଭିଯୁକ୍ତ ତଥା ଖୋଡାସିଙ୍ଗିର ଶୂନ୍ୟ ଚନ୍ଦ୍ର ଦାସଙ୍କୁ ପୁଲିସ ଗିରଫ କରିଛ। ଏହି ଘଟଣାରେ ଵ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଏପର୍ଯ୍ୟନ୍ତ ୧୪ ଜଣ ଅଭିଯୁକ୍ତଙ୍କୁ ଗିରିଫ କରିସାରିଲାଣି। ମୂଖ୍ୟ ଅଭିଯୁ
ପିତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଜଣେ ଗିରଫ


ଗଞାମ, ୨୯ ଅକ୍ଟୋବର (ହି.ସ.)- ଵ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ଯା ଘଟଣାରେ ଅନ୍ୟତମ ଅଭିଯୁକ୍ତ ତଥା ଖୋଡାସିଙ୍ଗିର ଶୂନ୍ୟ ଚନ୍ଦ୍ର ଦାସଙ୍କୁ ପୁଲିସ ଗିରଫ କରିଛ। ଏହି ଘଟଣାରେ ଵ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଏପର୍ଯ୍ୟନ୍ତ ୧୪ ଜଣ ଅଭିଯୁକ୍ତଙ୍କୁ ଗିରିଫ କରିସାରିଲାଣି। ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା କୁରୁପତି ଭୂୟାଁ ଓ ଉମା ଵିଷୋଇ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି।‌

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande