ଜତୀୟ ସ୍କେ ମାର୍ଶଲ ଆର୍ଟରେ ସଫଳତା କୋରାପୁଟକୁ ୯ ସ୍ୱର୍ଣ୍ଣ ସହ ୨୪ ପଦକ
ଜୟପୁର, ୨୯ ଅକ୍ଟୋବର (ହି.ସ.) - ଜାତୀୟ ସ୍କେ ମାର୍ଶଲ ଆର୍ଟ ପ୍ରତିଯୋଗୀତାରେ କୋରାପୁଟ ଜିଲ୍ଲାକୁ ସଫଳତା ମିଳିଛି। ଝାରସୁଗୁଡା ଠାରେ ଆୟୋଜିତ ଜତୀୟ ମାର୍ଶାଲ ଆର୍ଟ ପ୍ରତିଯୋଗୀତାରେ ବାଜିମାତ କରି କୋରାପୁଟ ଓ ଜୟପୁରରୁ ଅପ୍ସଶ ଗ୍ରହଣ କରିଥିବା ୯ଜଣ ପ୍ରତିଯୋଗୀ ୯ ସ୍ୱର୍ଣ୍ଣ ସହ ମୋଟ ୨୪ଟି ପଦକ ଜିତିଛନ୍
ଜତୀୟ ସ୍କେ ମାର୍ଶଲ ଆର୍ଟରେ ସଫଳତା  କୋରାପୁଟକୁ ୯ ସ୍ବର୍ଣ୍ଣ ସହ ୨୪ ପଦକ


ଜୟପୁର, ୨୯ ଅକ୍ଟୋବର (ହି.ସ.) - ଜାତୀୟ ସ୍କେ ମାର୍ଶଲ ଆର୍ଟ ପ୍ରତିଯୋଗୀତାରେ କୋରାପୁଟ ଜିଲ୍ଲାକୁ ସଫଳତା ମିଳିଛି। ଝାରସୁଗୁଡା ଠାରେ ଆୟୋଜିତ ଜତୀୟ ମାର୍ଶାଲ ଆର୍ଟ ପ୍ରତିଯୋଗୀତାରେ ବାଜିମାତ କରି କୋରାପୁଟ ଓ ଜୟପୁରରୁ ଅପ୍ସଶ ଗ୍ରହଣ କରିଥିବା ୯ଜଣ ପ୍ରତିଯୋଗୀ ୯ ସ୍ୱର୍ଣ୍ଣ ସହ ମୋଟ ୨୪ଟି ପଦକ ଜିତିଛନ୍ତି। ଜାତୀୟ ସ୍କେ ପ୍ରତିଯୋଗୀତା ଗତ ୨୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଝାରସୁଗାଡାର ଏକ ଘରୋଇ କଲ୍ୟାଣ ମଣ୍‌ତପରେ ଅନୁଷ୍ଠିତ ହୋଇଥିଲା। ସର୍ବ କନିଷ୍ଠ ଓ କନିଷ୍ଠ ବର୍ଗର ପ୍ରତିଯୋଗୀଙ୍କୁ ନେଇ ଆୟୋଜିତ ଏହି ଜାତୀୟ ପ୍ରତିଯୋଗୀତାରେ ଓଡିଶା ଦଳକୁ ପ୍ରତିନିଧିତ୍ୱ କରିଥିବା ୧୫୦ ଜଣ ପ୍ରତିଯୋଗୀ ଅପ୍ସଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୯ଜଣ କୋରାପୁଟ ଜିଲ୍ଲାପ୍ରତିଯୋଗୀ ଥିଲେ। ଏଥିରେ ୧୧ ବର୍ଷରୁ କମ ବର୍ଗରେ ପ୍ରିନସ ଖୋସ୍ଲା ସ୍ୱର୍ଣ୍ଣ,କୁନାଲ ବିଷୋୟୀ ରୌପ୍ୟ(କେ-୧),ମାନସି ବିଡିକା ସ୍ୱର୍ଣ୍ଣ(କେ-୧),୧୯ ବର୍ଷରୁ କମ ବର୍ଗରେ ଅରାଧ୍ୟା ପଟ୍ଟନାୟକ ରୌପ୍ୟ(କେ-୧),ଶିବାପ୍ସଶୁ ନାୟକ ସ୍ୱର୍ଣ୍ଣ(କେ-୨),ଆକାଶ ସାଗର ସ୍ୱର୍ଣ୍ଣ(କେ-୧)ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୧୪ ବର୍ଷରୁ କମ ବର୍ଗରେ ଆଭାଷ ମିଶ୍ର ସ୍ୱର୍ଣ୍ଣ(କେ-୧),ଅକଶରା ରାଉତ ସ୍ୱର୍ଣ୍ଣ(କେ-୧) ଓ ତରୁଣ ଖୋସ୍ଲା ରେ?ପ୍ୟ(କେ-୩) ହାସଲ କରିଛନ୍ତି। ରମେଶ ଦାସଙ୍କ ତତ୍ୱାବଧାନରେ ଏହି ଦଳର କୋଚ ଭାବେ ସିଏଚ ମହେଶ ରାଜୁ କୋଚ ଭାବେ ପ୍ରତିଯୋଗୀଙ୍କ ସହ ଜାତୀୟ ପ୍ରତିଯୋଗେତାରେ ଅପ୍ସଶ ଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ ବିଜୟୀ ହୋଇ ଆସିବା ପରେ ସେମାନଙ୍କୁ କ୍ରୀଡାପ୍ରେମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଗ୍ୟାପନ କରି ଉତ୍ସାହିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande