
ଗଞାମ, ୨୯ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଇସ୍ କଫ ରାଜ୍ଯ ପରିଷଦ ସଦସ୍ୟ ତଥା ଡାକ୍ତର ହୃଷୀକେଶ ମହାନ୍ତି ଆଜି ସକାଳେ ରାଜାରାଣୀ ଟ୍ରେନ ରେ ଆସିରାଉଲକେଲା ଷ୍ଟେସନରେ ପହଞ୍ଚିଵା ପରେ ସେଲର କର୍ମଚାରୀମାନେ ଫୁଲ ତୋଡାଦେଇ ସ୍ୱ।ଗତ କରିଥିଲେ। ଡାକ୍ତର ମହାନ୍ତି ରାଉରକେଲାରେ ଅନୁଷ୍ଠିତ ୨୫ତମ ରାଜ୍ଯ ଇସକଫ ସମ୍ମିଳନୀରେ ପ୍ରତିନିଧିତ୍ଵ କରି ତିନି ତାରିଖ ସକାଳେ ଵ୍ରହ୍ମପୁର ଫେରିବେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ