ଧି ଙ୍ଗୁଆଁନ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ଘଟଗାଁ ୨୯ ଅକ୍ଟୋବର (ହିସ) - ସ୍ଥାନୀୟ ବ୍ଲକ ଅଧିନସ୍ଥ କଟରା ବେଡା ଠାରେ ପ୍ରଥମ ବାର୍ଷିକ ଧୀଙ୍ଗୁଆନ ନୃତ୍ୟ ପ୍ରତିଯୋଗିତା ମହା ସମାରୋହରେ ଗତକାଲି ପାଳିତ ହୋଇଯାଇଛି ଉକ୍ତ ପ୍ରତିଯୋଗିତାରେ କେନ୍ଦୁଝର ସମେତ ମୟୁରଭଞ୍ଜ ଜିଲାରୁ ମୋଟ ୨୬ଟି ଧୀଙ୍ଗୁଆ ନୃତ୍ୟଦଳ ଅଂଶ ଗ୍ରହଣ କରି ନୃତ୍ୟ ପ୍ରଦର୍ଶନ କରିଥିଲେ
ଧି ଙ୍ଗୁଆଁନ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ


ଘଟଗାଁ ୨୯ ଅକ୍ଟୋବର (ହିସ) - ସ୍ଥାନୀୟ ବ୍ଲକ ଅଧିନସ୍ଥ କଟରା ବେଡା ଠାରେ ପ୍ରଥମ ବାର୍ଷିକ ଧୀଙ୍ଗୁଆନ ନୃତ୍ୟ ପ୍ରତିଯୋଗିତା ମହା ସମାରୋହରେ ଗତକାଲି ପାଳିତ ହୋଇଯାଇଛି ଉକ୍ତ ପ୍ରତିଯୋଗିତାରେ କେନ୍ଦୁଝର ସମେତ ମୟୁରଭଞ୍ଜ ଜିଲାରୁ ମୋଟ ୨୬ଟି ଧୀଙ୍ଗୁଆ ନୃତ୍ୟଦଳ ଅଂଶ ଗ୍ରହଣ କରି ନୃତ୍ୟ ପ୍ରଦର୍ଶନ କରିଥିଲେ ଏଥି ମଧ୍ୟରୁ ସଦର ଉପଖଣ୍ଡ ଅନ୍ତର୍ଗତ ପାଟଣାବ୍ଲକର ବାଘମରାଧୀଙ୍ଗୁଆନ ଦଳ ନୃତ୍ୟଗୀତବାଦ୍ୟ ଓ ଅଙ୍ଗଭଙ୍ଗି ବେସଭୁଷା ଦୃଷ୍ଟିରୁଉଚାକୋଟି ଥିବାରୁ ବିଚାରକ ମଣ୍ଡଳୀଙ୍କଦ୍ୱାରା ପ୍ରଶାସଂଶିତ ହେବା ସଂଗେ ପ୍ରଥମ ସ୍ଥାନରେଘୋଷଣା କରିଥିଲେ ନୃତ୍ୟ ପ୍ରତି ଯୋଗିତଧୀଙ୍ଗୁଆ ଦଳର ଗାୟକ ଭୈରବ ମହନ୍ତ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ପରିବେଷଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande