ଉଦଘାଟନର ପାଂଚ ବର୍ଷ ପରେ ବି ହସ୍ତାନ୍ତର ହେଉନାହିଁ ହଷ୍ଟେଲ
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଭଣ୍ଡାରିପୋଖରୀ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ମାଣ କରାଯାଇଥିବା ହଷ୍ଟେଲ ଟି କଲେଜ କର୍ତୃ ପ କ୍ଷ ଙ୍କୁ ହସ୍ତାନ୍ତର ହୋଇ ନାହିଁ।ଏହା ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ସାମଲ ଙ୍କ ଦ୍ୱାରା ୨୦୧୯ମସିହା ମାର୍ଚ୍ଚ ମାସ ରେ ଉଦ ଘ।ଟିତ ହୋଇ ସରିଅଛି
HOSTEL HASTANTARA HEUNAHIN


ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଭଣ୍ଡାରିପୋଖରୀ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ମାଣ କରାଯାଇଥିବା ହଷ୍ଟେଲ ଟି କଲେଜ କର୍ତୃ ପ କ୍ଷ ଙ୍କୁ ହସ୍ତାନ୍ତର ହୋଇ ନାହିଁ।ଏହା ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ସାମଲ ଙ୍କ ଦ୍ୱାରା ୨୦୧୯ମସିହା ମାର୍ଚ୍ଚ ମାସ ରେ ଉଦ ଘ।ଟିତ ହୋଇ ସରିଅଛି। ୧୦୦ଶଯ୍ୟା ବିଶିଷ୍ଠ ଏହି ବାଳିକା ହଷ୍ଟେଲ ଟି ର ପାଚେରୀ ସମେତ ସମସ୍ତ ଭିତିଭୂମି ରହିଥିଲା ବେଳେ ହଷ୍ଟେଲ ଭିତରେ ବେଡ଼ ନାହିଁ। ଏହାର କାର୍ଯକ୍ଷମ ପ୍ରତି ବ୍ଲକ ପ୍ରଶାସନ ଏପରିକି ଜିଲ୍ଲା ପ୍ରଶାସନ ଏହାକୁ ବିଭିନ୍ନ ଜିଲ୍ଲାସ୍ତରୀୟ କାମ ରେ କୋଭିଡ ସମୟ ଠାରୁ ବ୍ୟବହାର କରି ଆସୁଥିଲା ବେଳେ ଧ୍ୟାନ ନ ଦେବା ପରିତାପର ବିଷୟ ପାଲଟିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande