ନିର୍ବାଚନୀ ସାଧାରଣ ସଭା ସାରି ଘରକୁ ଘର ବୁଲି ପ୍ରଚାର କଲେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର/ନୂଆପଡା, ୨୯ ଅକ୍ଟୋବର (ହି.ସ.)- ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତିକ ଚଳଚଞ୍ଚଳତା । ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ସମର୍ଥକ ମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଚଳାଇଛନ୍ତି ଭୋଟ ପ୍ରଚାର୍ ।

ଆଜି ନୂଆପଡ଼ାର ପରସାଗୁଡ଼ା ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସଭା ଆୟୋଜନ କରାଯାଇଥିଲା । ଏଥିରେ ଓଡ଼ିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଚାର କାର୍ଯ୍ୟକୁ ଆଗେଇ ନେଇଥିଲେ। ଡବଲ ଇଞ୍ଜିନ ସରକାରର ଡବଲ ଗତିର ବିକାଶରେ ନୂଆପଡା ବାସୀ ସାମିଲ ହୁଅନ୍ତୁ । ବିଜେପି ସରକାର୍ ଡିବିଟି ଜରିଆରେ ଲୋକଙ୍କ ପ୍ରକୃତ୍ ହକ୍ ଲୋକଙ୍କ ପାଖକୁ ପହଞ୍ଚାଇବାରେ ସଫଳ ହୋଇଛି । ମହିଳାଙ୍କୁ ସମ୍ମାନ ଦେବାର ମିଥ୍ୟା ଅଭିନୟ ଓ ପ୍ରଚାର୍ କରି କରି ବିଜେଡି ଭୋଟ ହାତେଇ ନେଉଥିଲା । ମାତ୍ର ବାସ୍ତବ କ୍ଷେତ୍ରରେ ମା'କୁ ସମ୍ମାନ ବିଜେପି ହିଁ ଦିଏ, ଦେଉଛି ଓ ଦେଉଥିବ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍ ଉପସ୍ଥିତ ବିଶାଳ ଜନ ସମୁଦ୍ରକୁ ଭୋଟ ଭିକ୍ଷା କରିବା ସମୟରେ ଏଭଳି କହିଛନ୍ତି ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ. ମହାଲିଙ୍ଗଙ୍କ ସମେତ ଜୁନାଗଡ ଏନଏସି ର ପୂର୍ବତନ ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ମଣ୍ଡଳ ସଭାପତି ସଦାନଦ ଯୋଶୀଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ନେତୃବୃନ୍ଦ, ଦଳୀୟ ସମର୍ଥକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande