ନରେଗାକୁ ସହଯୋଗ କରୁନି ଜଙ୍ଗଲ ଓ ଉଦ୍ୟାନ ବିଭାଗ
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ କୁଆ ନ୍ଥରିକ ତା ଦେଖାଉନାହାନ୍ତି ଦୁଇ ଦୁଇ ଲାଇନ ବିଭାଗ ଜଙ୍ଗଲ ଓ ଉଦ୍ୟାନ କୃଷି। ବ୍ଲକ ନରେଗା ବିଭାଗ ଏହି ଦୁଇ ବିଭାଗ ଦେଇଥିବା ଟାର୍ଗେଟ କୁ ପୂରଣ ତ କରାଯାଉନାହିଁ, ପରନ୍ତୁ କେବଳ ବିଧି ରକ୍ଷା ପାଇଁ ଏହି ଦୁଇ ବିଭାଗ
ନରେଗାକୁ ସହଯୋଗ କରୁନି ଜଙ୍ଗଲ ଓ ଉଦ୍ୟାନ ବିଭାଗ


ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ କୁଆ ନ୍ଥରିକ ତା ଦେଖାଉନାହାନ୍ତି ଦୁଇ ଦୁଇ ଲାଇନ ବିଭାଗ ଜଙ୍ଗଲ ଓ ଉଦ୍ୟାନ କୃଷି। ବ୍ଲକ ନରେଗା ବିଭାଗ ଏହି ଦୁଇ ବିଭାଗ ଦେଇଥିବା ଟାର୍ଗେଟ କୁ ପୂରଣ ତ କରାଯାଉନାହିଁ, ପରନ୍ତୁ କେବଳ ବିଧି ରକ୍ଷା ପାଇଁ ଏହି ଦୁଇ ବିଭାଗ ହାତ କୁ ନେଇଥିବା କେତେକ ପ୍ରକଳ୍ପ ରେ ମଧ୍ୟ୍ୟ ଆର୍ôଥକ ଅନିୟମିତତା ଓ କାଗଜ।ଦ ଦାଖଲ ରେ କରିଥିବା ତ୍ରୁଟି କୁ ଧରିଛି ବ୍ଲକ ସାମାଜିକ ସମୀକ୍ଷା ବିଭାଗ।ଏହି ବିଭାଗ ଜିଲ୍ଲା ଅଧିକାରୀ ଙ୍କ ମାର୍ଫତ ରେବିଡ଼ିଓ ଙ୍କ ନିକଟରେ ଦାଖଲ କରିଥିବା ଅର୍ଦ୍ଧ ବାର୍ଷିକ ରିପୋର୍ଟ ତ୍ରୁଟି ବିଚ୍ୟୁତି କୁ ସଂଶ୍ଲିଷ୍ଟ ବିଭାଗ ର ଅଧିକାରୀ ଙ୍କ ଆଗରେ ଉପସ୍ଥାପନା କରିଅଛି। ତଥ୍ୟ ରୁ ଜଣାଯାଇଅଛି ଯେ ଜଙ୍ଗଲ ବିଭାଗ କୁରିଗାଁ ପଂଚୟତ ର ରାଜଘାଟ ପୋଲ ଠାରୁ ବେଲଗାଡ଼ିଆ ସ୍କୁଲ ଭାଇଆ ନୂଆପୋଖରୀ ବୃକ୍ଷରୋପଣ କାର୍ଯ୍ୟ ଏହି ଯୋଜନା ରେ ହାତ କୁ ନେଇଥିଲା।୫ଲକ୍ଷ ୧୬ହଜାର ୫୫୯ଟଙ୍କା ର ହିସାବ ଫର୍ଦ ର ସହଯୋଗୀକାଗଜ।ଦ ଯଥା କେଶ ରେକର୍ଡ ଓ ମଷ୍ଟର ରୋଲ ସମୀକ୍ଷକ ପାଖରେ ଦାଖଲ କରିନାହିଁ। ଏହାର ଅଧିକାରୀ କୃଷ୍ଣଚନ୍ଦ୍ର ବାସ୍କେ ଙ୍କୁ ବେକ୍ତିଗତ ଭାବେ ଏନେଇ ସମୟ ଦିଆ ଯାଇଥିଲେ ମଧ୍ୟ ସେ ସହଯୋଗ କରିନାହାନ୍ତି।ସେହିପରି ଉଦ୍ୟା ନ ବିଭାଗ ମଧ୍ୟ ସାମାଜିକ ସମୀକ୍ଷା ଶିବିର ରେ ଲଜ୍ଜିତ ହୋଇ ଅଛି।ଏହି ବିଭାଗ ବିଭିନ୍ନ ହିତାଧି କାରୀ ଙ୍କୁ ଦେଇଥିବା ନଡ଼ିଆ ଚାରା ରୋପଣ କାର୍ଯ୍ୟ ର ସି ୧,ସି ୨ଫର୍ମ ଓ ମଷ୍ଟର ରୋଲ ଦାଖଲ କରିବାରେ ଅସମର୍ଥ ହୋଇ ଅଛି ଏହାର ଅଧିକାରୀ।ବନ୍ଦ।ଳୋ ଓ ନପଙ୍ଗ ପଂଚ।ୟତ ରେ ଏହି ତ୍ରୁଟି ଦେଖାଯାଇଅଛି।ଏହି ଅଧିକାରୀ ଙ୍କ ବିରୁଦ୍ଧରେ ରେ ନରେଗା ଆଇନ ର ଭାଗ ୨୫ଓ ଉପଭାଗ ୪ଅନୁଯାୟୀ ୧୦୦୦ଟଙ୍କା ଫାଇନ ଆଦାୟ କରାଯାଉ ବୋଲି ବିଡ଼ିଓ କୁ ସୁପାରିଶ କରି ଅଛ ବ୍ଲକ ସାମାଜିକ ବିଭାଗ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande