ଏସଆଇ ସ୍କାମରେ ଗିରଫ ୧୧୪ଜଣଙ୍କୁ ମିଳିଲା ଜାମିନ
ଗଂଜାମ, 29 ଅକ୍ଟୋବର (ହି.ସ.) ପୋଲିସ ଇନ୍ସପେକ୍ଟର ପରୀକ୍ଷା ଦେବାକୁ ବିଜୟୱାଡା ଯିବା ବେଳେ ସିମାନ୍ତରେ ବ୍ରହ୍ମପୁର ପୁଲିସ୍ ଦ୍ୱାରା ଗିରଫ ହୋଇଥିଲେ 114ଜଣ ପରୀକ୍ଷାର୍ଥୀ। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ସେମାନେ ଆଜି 50ହଜାର ଟଙ୍କା ଅମାନତ ସହ ଦୁଇ ଜଣଙ୍କ ଜାମିନ ମୁଚଲିକାରେ ଜାମିନ
ଏସଆଇ ସ୍କାମରେ ଗିରଫ ୧୧୪ଜଣଙ୍କୁ ମିଳିଲା ଜାମିନ


ଗଂଜାମ, 29 ଅକ୍ଟୋବର (ହି.ସ.)

ପୋଲିସ ଇନ୍ସପେକ୍ଟର ପରୀକ୍ଷା ଦେବାକୁ ବିଜୟୱାଡା ଯିବା ବେଳେ ସିମାନ୍ତରେ ବ୍ରହ୍ମପୁର ପୁଲିସ୍ ଦ୍ୱାରା ଗିରଫ ହୋଇଥିଲେ 114ଜଣ ପରୀକ୍ଷାର୍ଥୀ। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ସେମାନେ ଆଜି 50ହଜାର ଟଙ୍କା ଅମାନତ ସହ ଦୁଇ ଜଣଙ୍କ ଜାମିନ ମୁଚଲିକାରେ ଜାମିନ ପାଇଛନ୍ତି । ତେବେ ମୁନା ମହାନ୍ତିଙ୍କ ସମେତ ନଅଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande