ଲୋକସେବା ଭବନରେ ଅଗ୍ନିକାଣ୍ଡ
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ଲୋକସେବା ଭବନର ଗୃହ ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି । ସଟସର୍କିଟରୁ ନିଆଁ ଲାଗିଥିବା ଜଣା ପଡ଼ିଛି । ନିଆଁରେ କୌଣସି କ୍ଷୟକ୍ଷତି ହୋଇନାହିଁ। ନିଆଁକୁ ଆୟତ କରାଯାଇଛି। ---------------
ଲୋକସେବା ଭବନରେ     ଅଗ୍ନିକାଣ୍ଡ


ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ଲୋକସେବା

ଭବନର ଗୃହ ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି । ସଟସର୍କିଟରୁ ନିଆଁ ଲାଗିଥିବା ଜଣା

ପଡ଼ିଛି । ନିଆଁରେ କୌଣସି କ୍ଷୟକ୍ଷତି ହୋଇନାହିଁ। ନିଆଁକୁ ଆୟତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande