
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ନୂଆପଡ଼ା
ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। 2 ଥର ନୂଆପଡ଼ା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀ
ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କରିବେ ପ୍ରଚାର। ପ୍ରଥମ ଥର ଆସନ୍ତା ୩ ତାରିଖ ନୂଆପଡା ଗସ୍ତରେ
ଆସି କୁମୋନାଠାରେ ସାଧାରଣ ସଭା କରି କରିବେ ପାୱାର ଶୋ। ସେହିପରି 7
ତାରିଖରେ ଦ୍ଵିତୀୟ ଥର ପାଇଁ ନୂଆପଡ଼ା ଗସ୍ତରେ ଆସି ଖରିଆଡ଼ ରୋଡ଼ଠାରୁ ନୂଆପଡା ଯାଏଁ କରିବେ
ବିଶାଳ ରୋଡ଼ ଶୋ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା