
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ମନ୍ତ୍ରୀ
ଗୋକୁଳାନନ୍ଦ ମଲ୍ଲିକଙ୍କ ମାରାଥନ୍ ପ୍ରଚାର। ନୂଆପଡା ଉପନିର୍ବାଚନରେ ଆଜି ବୁଧିକୁମନା ଅଞ୍ଚଳରେ
ଜୋରଦାର ପ୍ରଚାର କରିବା ସହ ଭୋଟରଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଡବଲ ଇଞ୍ଜିନ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ବୁଝାଉଛନ୍ତି।
ମହିଳାଙ୍କ ସହ ବିଭିନ୍ନ ବିଷ ରେ ଆଲୋଚନା କରିଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା