ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 3 ଅକ୍ଟୋବର (ହି.ସ.)- ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା । ଭାରତର ସମୃଦ୍ଧ
ଗଜେନ୍ଦ୍ର ସିଂ     ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 3 ଅକ୍ଟୋବର (ହି.ସ.)- ଗଜେନ୍ଦ୍ର

ସିଂ ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ

ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଗଜେନ୍ଦ୍ର ସିଂ ଶେଖାୱତଙ୍କୁ

ଜନ୍ମଦିନର ଶୁଭେଚ୍ଛା । ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ସଜାଗ ପର୍ଯ୍ୟଟନ କ୍ଷେତ୍ରର

ସେବା ଓ ପ୍ରଚାର ପ୍ରସାର ପାଇଁ ଆପଣଙ୍କର ନିରନ୍ତର ପ୍ରୟାସ ପ୍ରଶଂସନୀୟ। ଏହି ବିଶେଷ ଦିନଟି

ଆପଣଙ୍କ ପାଇଁ ଆନନ୍ଦ, ସୁଖ ଓ

ସମସ୍ତ କାର୍ଯ୍ୟରେ ସଫଳତା ଆଣୁ ଏହାହିଁ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande