ଉଦ୍ଭିଦ ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର
ଘଟଗାଁ, ୩୦ ଅକ୍ଟୋବର (ହିସ) - ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଉଦ୍ଭିଦ ବିଭାଗରେ ଆଲୋଚନାଚକ୍ର ଡ଼କ୍ଟର ପ୍ରଣତି ଭୂୟାଙ୍କ ତତ୍ୱାବଧାନରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ବରିଷ୍ଠ ଅଧ୍ୟାପକ ଡକ୍ଟର ଉପେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ମନୀଷା ପ୍ରଧାନ, ବିଜ୍ଞାନ ସହାୟକ ରଞ୍ଜନ କ
ଉଦ୍ଭିଦ ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର


ଘଟଗାଁ, ୩୦ ଅକ୍ଟୋବର (ହିସ) - ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଉଦ୍ଭିଦ ବିଭାଗରେ ଆଲୋଚନାଚକ୍ର ଡ଼କ୍ଟର ପ୍ରଣତି ଭୂୟାଙ୍କ ତତ୍ୱାବଧାନରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ବରିଷ୍ଠ ଅଧ୍ୟାପକ ଡକ୍ଟର ଉପେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ମନୀଷା ପ୍ରଧାନ, ବିଜ୍ଞାନ ସହାୟକ ରଞ୍ଜନ କୁମାର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆଲୋଚନା ଚକ୍ରରେ ଶେଷବର୍ଷର ଛାତ୍ର ପଙ୍କଜ କୁମାର ମହାନ୍ତ ଅଂଶ ଗ୍ରହଣକରି ପ୍ଲାଂଟଗ୍ରୋଥ ରେଗୁଲେଟର ସନ୍ଦର୍ଭ ଉପରେ ଉପସ୍ଥାପନା କରିଥିଲେ । ଛାତ୍ର କେଦାରନାଥ ପାଗଳ, ଯତୀନ କୁମାର ବେଜ, ଲକ୍ଷ୍ମଣକୁମାରମୁଣ୍ଡା, ନନ୍ଦିତା ମୁଣ୍ଡା, ରାଜେଶ୍ୱରୀ ନାଥ, ଶଶୀରେଖା ମହନ୍ତ, ବର୍ଷାରାଣୀ ନାୟକ, ଭୂମିକା ନାୟକ, ଦୀପକ ଜୟସୱାଲ, ସନ୍ଦୀପ ପାତ୍ର ଲକ୍ଷ୍ମୀଧର ମୁଣ୍ଡା, ସନ୍ଧ୍ୟାରାଣୀ ପଲେଇ, ରୁନି ନାୟକ ସିପୁନ ମୁଦି ସ୍ୱର୍ଣ୍ଣଲତା ନାୟକ ମଧୁସ୍ମିତା ନାୟକ ବିତାଞ୍ଜଳି ତିରିଆ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲ ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande