ଜେଲ ୱାର୍ଡର ଭାବେ ହୋମଗାର୍ଡଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.) - ଜେଲ ବିଭାଗକୁ ଘାରିଲା ସୁରକ୍ଷା ଚିନ୍ତା । ହୋମଗାର୍ଡ ସମ୍ଭାଳିବେ ଜେଲ । ଜେଲ ୱାର୍ଡର ଭାବେ ହୋମଗାର୍ଡଙ୍କୁ ମିଳିବ ନିଯୁକ୍ତି। ଅସ୍ଥାୟୀ ଭାବେ ୬୦୦ ଜେଲ ୱାର୍ଡର ପଦବୀ ପୁରଣ ନିମନ୍ତେ ଜେଲ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଏସପି ଙ
ଜେଲ ୱାର୍ଡର ଭାବେ     ହୋମଗାର୍ଡଙ୍କୁ ମିଳିବ ନିଯୁକ୍ତି


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)

- ଜେଲ ବିଭାଗକୁ

ଘାରିଲା ସୁରକ୍ଷା ଚିନ୍ତା । ହୋମଗାର୍ଡ ସମ୍ଭାଳିବେ ଜେଲ । ଜେଲ ୱାର୍ଡର ଭାବେ ହୋମଗାର୍ଡଙ୍କୁ

ମିଳିବ ନିଯୁକ୍ତି। ଅସ୍ଥାୟୀ ଭାବେ ୬୦୦ ଜେଲ ୱାର୍ଡର ପଦବୀ ପୁରଣ ନିମନ୍ତେ ଜେଲ ବିଭାଗ ପକ୍ଷରୁ

ସମସ୍ତ ଜିଲ୍ଲା ଏସପି ଙ୍କୁ ଚିଠି ଲେଖାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande