ଗୋପାଷ୍ଟମୀର ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଗୋପାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସନାତନ ଧର୍ମର ସଂବାହିକା, ପୁଣ୍ୟସଲୀଳା ଗୋମାତାଙ୍କ ଆରାଧନାର ପର୍ବ ଗୋପାଷ୍ଟମୀର ହାର୍ଦ୍ଦିକ
ଗୋପାଷ୍ଟମୀର ଶୁଭେଚ୍ଛା     ଜଣାଇଲେ ଜୁଏଲ ଓରାମ


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଗୋପାଷ୍ଟମୀର

ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସନାତନ ଧର୍ମର ସଂବାହିକା, ପୁଣ୍ୟସଲୀଳା ଗୋମାତାଙ୍କ ଆରାଧନାର

ପର୍ବ ଗୋପାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande