ଏମ୍ସରେ ଶଙ୍କର୍ଷଣ ପରିଡାଙ୍କୁ ଶେଷ ଦର୍ଶନ କଲେ ସମ୍ବିତ ପାତ୍ର
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଶଙ୍କର୍ଷଣ ପରିଡାଙ୍କୁ ଶେଷ ଦର୍ଶନ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, ଆଜି ଭୁବନେଶ୍ୱର ସ୍ଥିତ ଏମ୍ସହସ୍ପିଟାଲରେ ପୁରୀର ବରିଷ୍ଠ ରାଜନେତା, ପୂର୍ବତନ ଜିଲ୍ଲ
ଏମ୍ସରେ ଶଙ୍କର୍ଷଣ     ପରିଡାଙ୍କୁ ଶେଷ ଦର୍ଶନ କଲେ ସମ୍ବିତ ପାତ୍ର


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଶଙ୍କର୍ଷଣ

ପରିଡାଙ୍କୁ ଶେଷ ଦର୍ଶନ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, ଆଜି ଭୁବନେଶ୍ୱର ସ୍ଥିତ ଏମ୍ସହସ୍ପିଟାଲରେ ପୁରୀର ବରିଷ୍ଠ ରାଜନେତା,

ପୂର୍ବତନ ଜିଲ୍ଲା ପରିଷଦ,

ସାହିତ୍ୟକାର ଶଙ୍କର୍ଷଣ ପରିଡାଙ୍କୁ ଶେଷ ଦର୍ଶନ କରି

ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କଲି l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande