
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ନଭେମ୍ବର 1 ରୁ ତହସିଲ ଅଫିସରେ
ହୋଇପାରିବ ଜମି କିଣାବିକା । ପ୍ରଥମେ 44 ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ । ପରେ ବାକି 273 ତହସିଲରେ
ଡିସେମ୍ବରରେ ସମସ୍ତ ତହସିଲରେ ଏହି ସେବା ଆରମ୍ଭ ହେବ । ନଭେମ୍ବର 1 ରେ ମୁଖ୍ୟମନ୍ତ୍ରୀ ଏହାର
ଶୁଭରମ୍ଭ କରିବେ । ଏଣିକି ଅନଲାଇନରେ ସ୍ଲଟ ବୁକ କରି ତହସିଲ ଅଫିସରେ ଜମି ପଞ୍ଜିକରଣ କରି
ପାରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା