ଦୁର୍ବୁତ୍ତ ମାନଙ୍କ ଆଇନ ପ୍ରତି ଭୟ ନାହିଁ – ବିଜୟ ପଟ୍ଟନାୟକ
ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.) ରାଜ୍ୟରେ ଆଇନ ଶୃଙ୍ଖଳା ଆଇନ ଶୃଙ୍ଖଳା ପରିସ୍ଥିତି ଦେଖି ଯାହା ଲାଗୁଛି ଦୁର୍ବୁତ୍ତ ମାନଙ୍କ ଆଇନ ପ୍ରତି ଭୟ ନାହିଁ । ରାଜନୈତିକ ବ୍ୟକ୍ତି ଙ୍କ ପୃଷ୍ଟ ପୋଷକତା ନ ଥିଲେ ଏଭଳି ଘଟଣା ଘଟନ୍ତା ନାହିଁ । ରାଜ୍ୟ ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ
ଦୁର୍ବୁତ୍ତ ମାନଙ୍କ ଆଇନ ପ୍ରତି ଭୟ ନାହିଁ – ବିଜୟ ପଟ୍ଟନାୟକ


ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.) ରାଜ୍ୟରେ ଆଇନ ଶୃଙ୍ଖଳା ଆଇନ ଶୃଙ୍ଖଳା ପରିସ୍ଥିତି

ଦେଖି ଯାହା ଲାଗୁଛି ଦୁର୍ବୁତ୍ତ ମାନଙ୍କ ଆଇନ ପ୍ରତି ଭୟ ନାହିଁ । ରାଜନୈତିକ ବ୍ୟକ୍ତି ଙ୍କ

ପୃଷ୍ଟ ପୋଷକତା ନ ଥିଲେ ଏଭଳି ଘଟଣା ଘଟନ୍ତା ନାହିଁ । ରାଜ୍ୟ ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ପୂର୍ବତନ

ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ପୀତବାସ ବାବୁ ଙ୍କ ହତ୍ୟା ନବ ଦାସ ଙ୍କ ମୃତ୍ୟୁ କୁମନେ ପକାଉଛି । କଟକ

ଅବସ୍ଥା ସମସ୍ତେ ଜାଣିଛନ୍ତି । ଅପରାଧୀ ମାନଙ୍କୁ ରାଜନୈତିକ ସଂରକ୍ଷଣ ମିଳୁଛି । ସେ ସବୁ ଦଳ କୁ ଅନୁରୋଧ କରିଛନ୍ତି

ଯେ ଦୁର୍ବୁତ୍ତ ମାନଙ୍କୁ ନିଜ ଦଳ ରେ ସ୍ଥାନ ଦିଅନ୍ତୁ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande