ସୁଆଣ୍ଡୋରୁ ବିଜେଡି ପଦଯାତ୍ରା ଆରମ୍ଭ କରିବ: ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.) ୯ ତାରିଖରୁ ବିଜେଡି ସୁଆଣ୍ଡୋରୁ ପଦଯାତ୍ରା ଆରମ୍ଭ କରିବ। ଦଳୀୟ ସଭାପତି ନବୀନ ପଟ୍ଟନାୟକ ପଦଯାତ୍ରାରେ ସାମିଲ ହେବେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପଦଯାତ୍ରାରେ ବିଜେଡି ସରକାରଂକ ବିଫଳତା ବିରୁଦ୍ଧରେ ଜନ
ସୁଆଣ୍ଡୋରୁ ବିଜେଡି ପଦଯାତ୍ରା ଆରମ୍ଭ କରିବ: ପ୍ରମିଳା ମଲ୍ଲିକ


ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.) ୯ ତାରିଖରୁ ବିଜେଡି ସୁଆଣ୍ଡୋରୁ ପଦଯାତ୍ରା ଆରମ୍ଭ କରିବ। ଦଳୀୟ ସଭାପତି ନବୀନ ପଟ୍ଟନାୟକ ପଦଯାତ୍ରାରେ ସାମିଲ ହେବେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ପଦଯାତ୍ରାରେ ବିଜେଡି ସରକାରଂକ ବିଫଳତା ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବ ଦଳ। ଦେଢ଼ ବର୍ଷ ଭିତରେ ବିଜେପି ସରକାର ବିଫଳତାକୁ ସାମ୍ନା କୁ ଆଣିବୁ ବୋଲି ସେ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande