ମେଡିସିନ୍ କ୍ଷେତ୍ରରେ ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇଁ ମନୋନିତ ହୋଇଥିବା ବୈଜ୍ଞାନିକ ମ୍ୟାରୀ ଇ. ବ୍ରୁନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍ ଓ ସିମୋନ ଶାକାଗୁଚିଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 7 ଅକ୍ଟୋବର (ହି.ସ.) - ମେଡିସିନ୍ କ୍ଷେତ୍ରରେ ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇଁ ମନୋନିତ ହୋଇଥିବା ବୈଜ୍ଞାନିକ ମ୍ୟାରୀ ଇ. ବ୍ରୁନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍ ଓ ସିମୋନ ଶାକାଗୁଚିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ମେଡିସିନ୍ କ୍ଷେତ୍ରରେ ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇଁ ମନୋନିତ ହୋଇଥିବା ବୈଜ୍ଞାନିକ     ମ୍ୟାରୀ ଇ. ବ୍ରୁନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍ ଓ ସିମୋନ     ଶାକାଗୁଚିଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 7 ଅକ୍ଟୋବର (ହି.ସ.)

- ମେଡିସିନ୍ କ୍ଷେତ୍ରରେ ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇଁ ମନୋନିତ

ହୋଇଥିବା ବୈଜ୍ଞାନିକ ମ୍ୟାରୀ ଇ. ବ୍ରୁନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍ ଓ

ସିମୋନ ଶାକାଗୁଚିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରୋଗ ପ୍ରତିଷେଧକ ପ୍ରଣାଳୀ ଉପରେ

ଗବେଷଣା କରି ରେଗୁଲେଟୋରି ଟି-ସେଲ୍ସ ଚିହ୍ନଟ ପାଇଁ ବର୍ଷ ୨୦୨୫ ମେଡିସିନ୍ କ୍ଷେତ୍ରରେ

ସମ୍ମାନଜନକ ନୋବେଲ୍ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ମହାନ ବୈଜ୍ଞାନିକ ମ୍ୟାରୀ ଇ.

ବ୍ରୁନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍ ଓ ସିମୋନ ଶାକାଗୁଚିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ

ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande