ଆଦିକବି ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 7 ଅକ୍ଟୋବର (ହି.ସ.)- ଆଦିକବି ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ମହାକାବ୍ୟ ''ରାମାୟଣ''ର ରଚୟିତା, ଆଦିକବି
ଆଦିକବି ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 7 ଅକ୍ଟୋବର (ହି.ସ.)- ଆଦିକବି ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ

କହିଛନ୍ତି ଯେ, ପବିତ୍ର ମହାକାବ୍ୟ 'ରାମାୟଣ'ର ରଚୟିତା,

ଆଦିକବି

ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀରେ ବିନମ୍ର ପ୍ରଣାମ ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande