ଅତିରିକ୍ତ ଏସପିଙ୍କ ବଦଳି
ଗଞାମ, ୯ ଅକ୍ଟୋବର (ହି.ସ.)- ବ୍ରହ୍ମପୁରରୁ ଅତିରିକ୍ତ ଏସପି ସୀମା ସ୍ବାଇଁଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଆଲୋକ ଯେନାଙ୍କୁ‌ ଅବସ୍ଥାପିତ କରାଯାଇଛି। ଵ୍ରହ୍ମପୁରର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇ ଥିବାରୁ ଏଥିରେ ସୁଧାର ଆଣିବାକୁ ଆଲୋକ ଯେନାଙ୍କୁ ପୁନଃ ବ୍ରହ୍ମପୁରକୁ ଵଦଳି କରା
ଅତିରିକ୍ତ ଏସପିଙ୍କ ବଦଳି


ଗଞାମ, ୯ ଅକ୍ଟୋବର (ହି.ସ.)- ବ୍ରହ୍ମପୁରରୁ ଅତିରିକ୍ତ ଏସପି ସୀମା ସ୍ବାଇଁଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଆଲୋକ ଯେନାଙ୍କୁ‌ ଅବସ୍ଥାପିତ କରାଯାଇଛି। ଵ୍ରହ୍ମପୁରର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇ ଥିବାରୁ ଏଥିରେ ସୁଧାର ଆଣିବାକୁ ଆଲୋକ ଯେନାଙ୍କୁ ପୁନଃ ବ୍ରହ୍ମପୁରକୁ ଵଦଳି କରାଯାଇଥିଵା ଜଣାପଡିଛି।‌ ସେ ପୂର୍ବରୁ ଏଠାରେ ଥିବାବେଳେ ‌ଦକ୍ଷତାର ସହ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସକ୍ଷମ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande