ମୈତ୍ରୀ ବିହାରରେ ସିକ୍ରେଟ ଚାମ୍ବରରୁ ଦେଶୀ ମଦ ଠାବ
ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.) - ମୈତ୍ରୀ ବିହାର ସ୍ଥିତ ବ୍ରିବାସା ବସ୍ତିରେ ସମରାୟ ହାଁସଦାଙ୍କ ଘରୁ ସିକ୍ରେଟ୍ ଚାମ୍ୱରରୁ ଦେଶୀ ମଦ ଠାବ କରିଛି ଅବକାରୀ ବିଭାଗ। ବଡରୁମରେ ଟେବୁଲ ତଳେ ଥିବା ସିକ୍ରେଟ ଚମ୍ବରକୁ ଅବକାରୀ ବିଭାଗ ଠାବ କରିଥିବା ବେଳେ ବିପୁଳ ପରିମାଣର
ମୈତ୍ରୀ ବିହାରରେ ସିକ୍ରେଟ     ଚାମ୍ବରରୁ ଦେଶୀ ମଦ ଠାବ


ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)

- ମୈତ୍ରୀ

ବିହାର ସ୍ଥିତ ବ୍ରିବାସା ବସ୍ତିରେ ସମରାୟ ହାଁସଦାଙ୍କ ଘରୁ ସିକ୍ରେଟ୍ ଚାମ୍ୱରରୁ ଦେଶୀ ମଦ ଠାବ

କରିଛି ଅବକାରୀ ବିଭାଗ। ବଡରୁମରେ ଟେବୁଲ ତଳେ

ଥିବା ସିକ୍ରେଟ ଚମ୍ବରକୁ ଅବକାରୀ ବିଭାଗ ଠାବ କରିଥିବା ବେଳେ ବିପୁଳ ପରିମାଣର ଦେଶୀ ମଦ

ଜବତ କରିଛି ଅବକାରୀ ବିଭାଗ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande