ଗୋପବନ୍ଧୁ ଦାସଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)- ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମୁକ୍ତି ସଂଗ୍ରାମର ମହାନ ସଂଗ୍ରାମୀ, ପ୍ରଚଣ୍ଡ ରାଷ୍ଟ୍ରବାଦୀ, ସମାଜ ସଂସ୍କାରକ, ସୁସାହିତ୍ୟିକ
ଗୋପବନ୍ଧୁ ଦାସଙ୍କୁ ନମନ     କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)- ଗୋପବନ୍ଧୁ

ଦାସଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମୁକ୍ତି ସଂଗ୍ରାମର ମହାନ ସଂଗ୍ରାମୀ, ପ୍ରଚଣ୍ଡ ରାଷ୍ଟ୍ରବାଦୀ, ସମାଜ ସଂସ୍କାରକ, ସୁସାହିତ୍ୟିକ ଏବଂ ସମାଜ ଖବରକାଗଜ ଓ ସତ୍ୟବାଦୀ ବନ ବିଦ୍ୟାଳୟ ଭଳି

ଏକାଧିକ ଅନୁଷ୍ଠାନର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ କୋଟି କୋଟି

ପ୍ରଣାମ ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande