ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଙ୍ଗୋଲାର ସ୍ୱାଧୀନତା ୫୦ତମ ବାର୍ଷିକୀ ସମାରୋହରେ ଯୋଗ ଦେଲେ
ନୂଆଦିଲ୍ଲୀ୧୨ନଭେମ୍ବର (ହି.ସ)-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଙ୍ଗୋଲାର ରାଷ୍ଟ୍ରପତି ଜୋଆଓ ମେନୁଆଲ ଗୋସାଲ୍ୱେସ୍ ଲୁରେନ୍କୋଙ୍କ ନିମନ୍ତ୍ରଣରେ ଅଙ୍ଗୋଲାର ସ୍ୱାଧୀନତାର ୫୦ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ମହା ସମାରୋହରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ସଚିବାଳୟ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଙ୍ଗୋଲାର ସ୍ୱାଧୀନତା ୫୦ତମ ବାର୍ଷିକୀ ସମାରୋହରେ ଯୋଗ ଦେଲେ


ନୂଆଦିଲ୍ଲୀ୧୨ନଭେମ୍ବର (ହି.ସ)-ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ଅଙ୍ଗୋଲାର ରାଷ୍ଟ୍ରପତି ଜୋଆଓ ମେନୁଆଲ ଗୋସାଲ୍ୱେସ୍ ଲୁରେନ୍କୋଙ୍କ

ନିମନ୍ତ୍ରଣରେ ଅଙ୍ଗୋଲାର ସ୍ୱାଧୀନତାର ୫୦ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ମହା ସମାରୋହରେ

ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ସଚିବାଳୟ ଅନୁଯାୟୀ, ମଙ୍ଗଳବାର

ଲୁଆଣ୍ଡାର ପ୍ରାକାଡାରୋପବ୍ଲିକାରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ମୁର୍ମୁ, ରାଷ୍ଟ୍ରପତି ଲୋରେନ୍କୋଙ୍କ ସହିତ, ଅଙ୍ଗୋଲାର ସମୃଦ୍ଧ ସାମରିକ ଏବଂ ସାଂସ୍କୃତିକ

ପରମ୍ପରାର ଏକ ରଙ୍ଗାରଙ୍ଗ ଝଲକ ଦେଖିଥିଲେ। ଏହି ସମାରୋହ ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ର

ନିର୍ମାଣରେ ଅଙ୍ଗୋଲାର ଐତିହାସିକ ଅବଦାନକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଆଫ୍ରିକା ଦୁଇଟି

ଦେଶର ସରକାରୀ ଗ୍ରସ୍ତର ଅନ୍ତିମ ଚରଣରେ ରାଷ୍ଟ୍ରପତି ମୁର୍ମୁ ମଙ୍ଗଳବାର ଦିନ ବୋତ୍ସୱାନାର

ରାଜଧାନୀ ଗବୋରୋନରେ ପହଞ୍ଚିଥିଲେ।ଏହା କୌଣସି ମଧ୍ୟ

ଭାରତୀୟ ରାଷ୍ଟ୍ରମୁଖ୍ୟଙ୍କ ବୋତ୍ସୱାନାଙ୍କ ପ୍ରଥମ ରାଷ୍ଟ୍ର ଗସ୍ତ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande