
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ନୂଆପଡ଼ା ପରାଜୟ ପରେ ଗୃହ ଶତ୍ରୁ ବିଭୀଷଣ
କଥା ଉଠାଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ଯେ, ଆମ ଦଳର ବିଭୀଷଣଙ୍କ ବିରୋଧରେ
ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡ଼ା
କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର
ପରେ ଵି ୪୦ ହଜାର ଭୋଟ ପାଇ ୨ୟ । ତଥାପି ଦଳ ପ୍ରତ୍ୟେକ
କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା