ରଣଜୀ ଟ୍ରଫି ଏଲିଟ 2025-26, ଆଜି ଓଡିଶା - ନାଗାଲାଣ୍ଡ ମୁକାବିଲା
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ରଣଜୀ ଟ୍ରଫି ଏଲିଟ 2025-26, ଆଜି ଓଡିଶା - ନାଗାଲାଣ୍ଡ ମୁକାବିଲା । କିଟ୍ ଷ୍ଟାଡିଅମରେ ଖେଳାଯାଉଛି ମ୍ୟାଚ । ପଏଣ୍ଟ ଟେବୁଲରେ ସପ୍ତମ ଏବଂ ଅଷ୍ଟମ ସ୍ଥାନରେ ଉଭୟ ଦଳ ଥିବାରୁ ଏହା ଉଭୟଙ୍କ ପାଇଁ ସମ୍ମାନର ପ୍ରଶ୍ନ । ହୋମ ଗ୍ରାଉଣ୍
ରଣଜୀ ଟ୍ରଫି ଏଲିଟ 2025-26, ଆଜି ଓଡିଶା - ନାଗାଲାଣ୍ଡ     ମୁକାବିଲା


ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ରଣଜୀ ଟ୍ରଫି ଏଲିଟ 2025-26, ଆଜି ଓଡିଶା - ନାଗାଲାଣ୍ଡ

ମୁକାବିଲା । କିଟ୍ ଷ୍ଟାଡିଅମରେ ଖେଳାଯାଉଛି

ମ୍ୟାଚ । ପଏଣ୍ଟ ଟେବୁଲରେ ସପ୍ତମ ଏବଂ ଅଷ୍ଟମ ସ୍ଥାନରେ ଉଭୟ ଦଳ ଥିବାରୁ ଏହା ଉଭୟଙ୍କ ପାଇଁ ସମ୍ମାନର

ପ୍ରଶ୍ନ । ହୋମ ଗ୍ରାଉଣ୍ଡରେ ପ୍ରଥମ ବିଜୟ

ଲକ୍ଷ୍ୟରେ ଓଡିଶା ରହିଛି ।

ହୋମ ଗ୍ରାଉଣ୍ଡରେ ଓଡିଶାକୁ ପ୍ରାରମ୍ଭିକ ବ୍ୟାଟିଙ୍ଗ

ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି । ପ୍ରଥମ ଦିନର ଲଞ୍ଚ ବିରତି ସୁଦ୍ଧା 33 ଓଭରରେ ମାତ୍ର 74 ରନରେ ଚାରି ୱିକେଟରପତନ ହୋଇଛି । ଫେଲ ମାରିଛନ୍ତି

ଟପ ଅର୍ଡରର ଚାରି ବ୍ୟାଟ୍ସମ୍ୟାନ । ଦୁଇ କମବ୍ୟାକ ପ୍ଲେୟାର ବିପ୍ଳବ ସାମନ୍ତରାୟ ଏବଂ ଅନିଲ

ପରିଡାଙ୍କ ହାତରେ ଓଡିଶାର ବ୍ୟାଟିଙ୍ଗ ଭାର ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande