ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯିବେ ନୀମକରୌଲୀ ବାବାଙ୍କ ଆଶ୍ରମ
ନୂଆଦିଲ୍ଲୀ, 04 ନଭେମ୍ବର (ହି.ସ.) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍ତରାଖଣ୍ଡର ନୈନିତାଲ ସ୍ଥିତ ନୀମକରୌଲୀ ବାବାଙ୍କ ଆଶ୍ରାମ କୈଂଚି ଧାମ ଯିବେ । ଏହା ସହିତ ରାଷ୍ଟ୍ରପତି ନୈନୀତାଲର କୁମାଉଁ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନ ଉତ୍ସବରେ ମଧ୍ୟ ଭାଗ ନେବେ ବୋଲି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯିବେ ନୀମକରୌଲୀ     ବାବାଙ୍କ ଆଶ୍ରମ


ନୂଆଦିଲ୍ଲୀ, 04 ନଭେମ୍ବର (ହି.ସ.) ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ଆଜି ଉତ୍ତରାଖଣ୍ଡର ନୈନିତାଲ ସ୍ଥିତ ନୀମକରୌଲୀ ବାବାଙ୍କ ଆଶ୍ରାମ କୈଂଚି ଧାମ

ଯିବେ । ଏହା ସହିତ ରାଷ୍ଟ୍ରପତି ନୈନୀତାଲର କୁମାଉଁ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନ

ଉତ୍ସବରେ ମଧ୍ୟ ଭାଗ ନେବେ ବୋଲି ଜଣା ପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande