ଦେବସ୍ମିତା ରାଉତଙ୍କ ବିଜ୍ଞାନ ପ୍ରକଳ୍ପ ସ୍ମାର୍ଟ ହୁଇଲ ଚେୟାର ଏନ.ସି.ଇ., ନୂଆଦିଲ୍ଲୀ ଦ୍ବାରା ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ
କେନ୍ଦୁଝର, 5 ନଭେମ୍ବର (ହି.ସ.) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରର ଅଷ୍ଟମ ଶ୍ରେଣୀ ଛାତ୍ରୀ ଦେବସ୍ମିତା ରାଉତଙ୍କ ବିଜ୍ଞାନ ପ୍ରକଳ୍ପ ସ୍ମାର୍ଟ ହୁଇଲ ଚେୟାର ଏନ.ସି.ଇ., ନୂଆଦିଲ୍ଲୀ ଦ୍ବାରା ଜାତୀୟ ସ୍ତରରେ ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋ
ଦେବସ୍ମିତା ରାଉତଙ୍କ ବିଜ୍ଞାନ ପ୍ରକଳ୍ପ ସ୍ମାର୍ଟ ହୁଇଲ ଚେୟାର ଏନ.ସି.ଇ., ନୂଆଦିଲ୍ଲୀ ଦ୍ବାରା ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ


କେନ୍ଦୁଝର, 5 ନଭେମ୍ବର (ହି.ସ.) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରର ଅଷ୍ଟମ ଶ୍ରେଣୀ ଛାତ୍ରୀ ଦେବସ୍ମିତା ରାଉତଙ୍କ ବିଜ୍ଞାନ ପ୍ରକଳ୍ପ ସ୍ମାର୍ଟ ହୁଇଲ ଚେୟାର ଏନ.ସି.ଇ., ନୂଆଦିଲ୍ଲୀ ଦ୍ବାରା ଜାତୀୟ ସ୍ତରରେ ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋଇଛି। ଏହି ପ୍ରକଳ୍ପ ଆସନା ନଭେମ୍ବର ୧୮ରୁ ୨୩ ତାରିଖ ଆର.ଆଇ.ଇ. ଇ., ଭୋପାଲ ଠାରେ ପ୍ରଦର୍ଶିତ ହେବ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପ୍ରସ୍ତୁତ ପ୍ରକଳ୍ପଟି ରୋଗୀ ଦିବ୍ୟାଙ୍ଗ ବ୍ୟକ୍ତି ତଥା ଲାଗି ପାରିବ ବୋଲି ପ୍ରଧାନ ବୟସ୍କ ବ୍ୟକ୍ତିଙ୍କ କାମରେ ଲାଗି ପାରିବ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ କହିଛନ୍ତି। ଦେବସ୍ମିତା ଏହି ପ୍ରକଳ୍ପଟି ବ୍ଲକ ଜିଲ୍ଲା, ରାଜ୍ୟ ତଥା ପୂର୍ବ ଭାରତ ବିଜ୍ଞାନ ମେଳାରେ ଳାରେ ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଛି। ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟ ନାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ (ଶିକ୍ଷା ବିଭାଗ) ଉପସ୍ଥିତିରେ ତରଫରୁ ଦେବସ୍ମିତା ଓ ମାର୍ଗଦର୍ଶୀ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କୁ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ, ଭୁବନେଶ୍ବର ଉପନିର୍ଦ୍ଦେଶକ ହିମାଂଶୁ ଭୂଷଣ ଓଝ ଜିଲ୍ଲା ଶିକ୍ଷା ଅଧୂକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ଉପସ୍ଥିତି ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଅତିରିକୁ ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀକାନ୍ତ ବେହେରା, ସତ୍ୟନାରାୟଣ ମହାନ୍ତି, ରୁଦ୍ର ନାରାୟ ନାରାୟଣ ସାମଲର, ବ୍ଲକ ଶିକ୍ଷା ଅଧୂକାରୀ ଓମକାର ଅନ୍ବେଷ ଓ ସମସ୍ତ ଅତିରି ଚିରିକୁ ଗୋଷ୍ଠୀ ଶିକ୍ଷା ଅଧୂକାରୀ । ମାନେ ଦେବସ୍ମିତାଙ୍କର ଏହି ପ୍ରକଳ୍ପ ଜାତୀୟ ସୁନାମ ଅର୍ଜନ କରୁ ବୋଲି ଆଶା ପ୍ରକଟ ସ୍ମରରେ ସୁନ କରିଛନ୍ତି।ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରି, ଛାତ୍ରଛାତ୍ରୀ ଓ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ତଥା ପଞ୍ଚସଖା ଶିକ୍ଷସେତୁର ସଦସ୍ୟ ସଦସ୍ୟା ଆନ ଆନନ୍ଦ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ କି ଏହି ସ୍କୁଲରୁ ପୂର୍ବରୁ ଛାତ୍ରୀ ସୂକୁରା ଶେଖଙ୍କ ବିଜ୍ଞାନ ପ୍ରକଳ୍ପ ଜାତୀୟ ସ୍ମରରେ ଖୁବ ପ୍ରଶଂସିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande