
ନୁଆପଡ଼ା/ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ଜମୁଛି ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ, ଆଜି ପଏଁର ଠାରେ ଏକ ବିଜେପି ର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ । ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓ, ପ୍ରଦୀପ ପୁରୋହିତ ଏବଂ ବିଧାୟକ ଶ୍ରୀ ରଘୁରାମ ମାଛ, ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା