ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, 8 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଶ୍ରୀ ଲାଲକୃଷ୍ଣ ଆଡ଼ଭାଣୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଜ୍ଞାନ ଓ ସତ୍ୟନିଷ୍ଠାର ଏକ
ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ     ରାଜ୍ୟପାଳ


ଭୁବନେଶ୍ୱର, 8 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର

ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ରାଜ୍ୟପାଳ କହିଛନ୍ତି ଯେ, ଶ୍ରୀ ଲାଲକୃଷ୍ଣ ଆଡ଼ଭାଣୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା।

ସେ ଜ୍ଞାନ ଓ ସତ୍ୟନିଷ୍ଠାର ଏକ ପ୍ରଦୀପସ୍ତମ୍ଭ, ତାଙ୍କ ଜୀବନ

ସମର୍ପଣ, ଶିଷ୍ଟାଚାର ଏବଂ

ନମ୍ରତାର ଜୀବନ୍ତ ଉଦାହରଣ। ତାଙ୍କ ଯାତ୍ରା ଅନେକ ଲୋକଙ୍କୁ ଆଦର୍ଶ, ସତ୍ୟନିଷ୍ଠା ଏବଂ

ଉଦ୍ଦେଶ୍ୟପରାୟଣତାର ମୂଲ୍ୟବୋଧ ସହ ନିରନ୍ତର ପ୍ରେରିତ କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ

ଆଶୀର୍ବାଦରେ ତାଙ୍କର ଉତମ ସ୍ୱାସ୍ଥ୍ୟ, ସୁଖ ଏବଂ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ

ଏହାହିଁ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande