ଆସନ୍ତା 12ରୁ ରାଜ୍ୟସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ
ଭୁବନେଶ୍ୱର, 8 ନଭେମ୍ବର (ହି.ସ.)- ଆସନ୍ତା 12ରୁ ରାଜ୍ୟସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ । 12 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ୟୁନିଟ୍ ୩ କ୍ୟାପିଟାଲ ହାଇସ୍କୁଲ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ଅଫିସ
ଆସନ୍ତା 12ରୁ ରାଜ୍ୟସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ


ଭୁବନେଶ୍ୱର, 8 ନଭେମ୍ବର (ହି.ସ.)- ଆସନ୍ତା 12ରୁ ରାଜ୍ୟସ୍ତରୀୟ ସୁରଭି ୨୦୨୫

କାର୍ଯ୍ୟକ୍ରମ । 12 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ୟୁନିଟ୍ ୩ କ୍ୟାପିଟାଲ ହାଇସ୍କୁଲ ଭୁବନେଶ୍ୱର ଠାରେ ଅନୁଷ୍ଠିତ

ହେବ କାର୍ଯ୍ୟକ୍ରମ । ବିଦ୍ୟାଳୟ ଓ ଗଣଶିକ୍ଷା

ବିଭାଗର ବିଭିନ୍ନ ଅଫିସର ମାନଙ୍କୁ ଏଥିପାଇଁ ଦାୟିତ୍ୱ

ବଣ୍ଟାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande