20 କୋଟି ଟଙ୍କା ଠକେଇ କରି ବନ୍ଧାହେଲେ  ଚାର୍ଟାର୍ଡ ଏକାଉଂଟାଂଟ  ସ୍ଵାମୀ- ସ୍ତ୍ରୀ
ଭୁବନେଶ୍ୱର, 16 ଡିସେମ୍ବର (ହି.ସ.)କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧା ଶାଖା 20 କୋଟି ଟଙ୍କା ଠକେଇ କରି ଚାଟାର୍ଡ ଆକାଉଣ୍ଟାଣ୍ଟ ଚନ୍ଦ୍ରଶେଖର ମିଶ୍ର ଓ ସ୍ତ୍ରୀ ଝରଣା ଗିରଫ କରିଛି । ସେମାନଙ୍କୁ ଗ୍ରେଟରନୋଇଡାରୁ ଗିରଫ କରାଯାଇଛି । ଏମସିଏଲ ତାଳଚେର ରେ ଆକାଉଣ୍ଟାଣ୍ଟ ଭାବେ କ
20 କୋଟି ଟଙ୍କା ଠକେଇ କରି ବନ୍ଧାହେଲେ  ଚାର୍ଟାର୍ଡ ଏକାଉଂଟାଂଟ  ସ୍ଵାମୀ- ସ୍ତ୍ରୀ


ଭୁବନେଶ୍ୱର, 16 ଡିସେମ୍ବର (ହି.ସ.)କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧା ଶାଖା 20 କୋଟି ଟଙ୍କା ଠକେଇ କରି ଚାଟାର୍ଡ ଆକାଉଣ୍ଟାଣ୍ଟ ଚନ୍ଦ୍ରଶେଖର ମିଶ୍ର ଓ ସ୍ତ୍ରୀ ଝରଣା

ଗିରଫ କରିଛି । ସେମାନଙ୍କୁ ଗ୍ରେଟରନୋଇଡାରୁ ଗିରଫ କରାଯାଇଛି । ଏମସିଏଲ ତାଳଚେର ରେ ଆକାଉଣ୍ଟାଣ୍ଟ ଭାବେ

କାର୍ଯ୍ୟ କରୁଥିବା ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ଏକାଧିକ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ଲୋଭନୀୟ

ଅଫର ଦେବା ସହ ସେଥିରେ ଅର୍ଥ ଲଗାଣ କରିବାକୁ ଲୋକଙ୍କୁ

ପ୍ରଲୋଭିତ କରିଥିଲେ । . ଏପରିକି କମ୍ ସମୟରେ ଟଙ୍କା ଦୁଇଗୁଣା ହେବାର ପ୍ରତିଶ୍ରୁତି ଦେଇ 20 କୋଟି ଟଙ୍କା ଲୋକଙ୍କ ଠାରୁ ନେଇ ଚମ୍ପଟ ମାରିଥିଲେ । . ଏ ନେଇ ଆର୍ଥିକ ଅପରାଧା ଶାଖା ରେ ଏକ ମାମଲା ରୁଜୁ ହେବା ପରେ ତଦନ୍ତ କରି ଉଭୟଙ୍କୁ ଗିରଫ

କରାଯାଇ କୋର୍ଟ ଚାଲାଣ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande