ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପିତ
ବଲାଙ୍ଗିର, ୧୬ ଡିସେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସଂଯୋଜକ ସୁଧାଂଶୁ ଶେଖର ସ୍ୱାଇଁ ଓ ବୈଷୟିକ ସହଯୋଗୀ ସମ୍ବିତ ରଥଙ୍କ ନେତୃତ୍ବରେ ଆସିଥିବା ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପି
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପିତ


ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପିତ


ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପିତ


ବଲାଙ୍ଗିର, ୧୬ ଡିସେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସଂଯୋଜକ ସୁଧାଂଶୁ ଶେଖର ସ୍ୱାଇଁ ଓ ବୈଷୟିକ ସହଯୋଗୀ ସମ୍ବିତ ରଥଙ୍କ ନେତୃତ୍ବରେ ଆସିଥିବା ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପିତ ହୋଇଯାଇଛି l ଉପଯାପନୀ ଉତ୍ସବରେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ମାପ ବିଷୟ ଭିତ୍ତିକ କ୍ୱିଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ସେମାନ ହେଲେ କ୍ଷୀରୋଦ୍ର ସୁନା, ଜିତେନ୍ଦ୍ର ଜାଲ, ସ୍ୱପ୍ନା ଛତ୍ରିଆ, ସୋହlନି କଲତା, ମାଧୁରୀ ରଣା, କାମଲାଙ୍ଗୀ ମହାନନ୍ଦ, ରଚିତl ଖମାରୀ, ଲକ୍ଷ୍ମଣ ମେର୍ଲି l

ବିଦ୍ୟାଳୟର ଶିକ୍ଷକ ନୀଳାମ୍ବର ନନ୍ଦ, ଶିକ୍ଷୟତ୍ରୀ ଶ୍ରୀମାସୁତା ମଲ୍ଲିକ, ମଞ୍ଜରୀ ସୁନା ଉପସ୍ଥିତ ଥିଲେ l ଶୈଳେନ୍ଦ୍ର ଦାସ ଓ ହାରିବଲ ପଧାନ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande