ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
16 Dec 2025
ଖୋର୍ଦ୍ଧା,16 ଡିସେମ୍ବର (ହି.ସ.) -ଭାରତ ସ୍କାଉଟ ଗାଇଡର ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ ସମସ୍ତ ଶିବିରାର୍ଥି ଙ୍କ ଉପସ୍ଥିତିରେ ଧ୍ଵଜା ଅବତରଣ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ କମିସନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସକାଳ ୬.୩୦ଟାରେ..
ନୂଆପଡ଼ା, ୧୬ଡ଼ିସେମ୍ବର (ହି.ସ.)- ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ର ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ନୂଆପଡା ଆନୁକୁଲ୍ୟରେ ଆଜି ସ୍ଥାନୀୟ ସଦଭାବନା ସଭା ଗୃହଠାରେ ଘରୋଇ ହିଂସା ପ୍ରତିରୋଧ ଆଈନ ସମ୍ପର୍କିତ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ସଭାରେ ଜିଲ୍ଲାପାଳ ମଧୁସୂଦନ ..
ଭଦ୍ରକ, ୧୬ ଡିସେମ୍ବର (ହି.ସ.) - ଆଗରପଡା ଅଚଂଳର ବିଶିଷ୍ଟ ବ୍ୟବସାୟୀ ମହାବୀର ଗୁପ୍ତା(୬୧)ଙ୍କ ହୃଦଘାତରେ ପରଲୋକ ଘଟିଛିି । ରବିବାର ରାତ୍ରରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିବା ବେଳେ ଯାଜପୁର ରାସ୍ତାରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁଖବର ପାଇ ବିଶି..
ଧାନ କିଣା ବିକା ଅବ୍ୟବସ୍ଥାର ସମାଧାନ ନେଇ ରେଙ୍ଗାଲି ବିଧାୟକ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଖାଦ୍ୟମନ୍ତ୍ରୀଙ୍କୁ ଲେଖିଲେ ପତ୍ର..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha