
ନୂଆଦିଲ୍ଲୀ, 16 ଡିସେମ୍ବର (ହି.ସ.)- ବିଜୟ ଦିବସରେ ବୀର ଯବାନଙ୍କୁ ନମନ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି
ଯେ, ୧୬ ଡିସେମ୍ବର ୧୯୭୧ର ଐତିହାସିକ ବିଜୟକୁ ସମର୍ପିତ ‘ବିଜୟ ଦିବସ’ ଅବସରରେ ସମସ୍ତ
ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମାଆ ଭାରତୀଙ୍କ ସୁରକ୍ଷା ପାଇଁ ନିଜ ସର୍ବସ୍ୱ ବଳିଦାନ ଦେଇଥିବା
ବୀର ସେନାନୀମାନଙ୍କୁ ଶତ୍-ଶତ୍ ନମନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା