ଓଲଟିଲା ଗୋରୁ ବୋଝେଇ କଣ୍ଟେନର
ଜୟପୁର, ୨୦ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଘୁମର ଗ୍ରାମ ନିକଟରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର l ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ ଭାରସାମ୍ୟ ହରାଇ କୋଟପାଡ଼ ଥାନା ଅନ୍ତର୍ଗତ ଘୁମର ଗ୍ରାମର ରାସ୍ତା କଡ଼କୁ ଓଲଟିଥିଲା ଗୋରୁ ବୋଝେଇ କଣ୍ଟେନର l ଘଟଣାସ୍ଥଳରୁ ଚମ୍
କୋଟପାଡ଼ ଘୁମର ରାସ୍ତା କଡ଼ରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର


ଜୟପୁର, ୨୦ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଘୁମର ଗ୍ରାମ ନିକଟରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର l

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ ଭାରସାମ୍ୟ ହରାଇ କୋଟପାଡ଼ ଥାନା ଅନ୍ତର୍ଗତ ଘୁମର ଗ୍ରାମର ରାସ୍ତା କଡ଼କୁ ଓଲଟିଥିଲା ଗୋରୁ ବୋଝେଇ କଣ୍ଟେନର l ଘଟଣାସ୍ଥଳରୁ ଚମ୍ପଟ ମାରିଛି ଡ୍ରାଇଭର l ଦୁର୍ଘଟଣା ପରେ ଗ୍ରାମବାସୀ ଆସି ଜୀବିତ ଥିବା ଗାଈଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିଛନ୍ତି ଏବଂ ଗାଡ଼ିରେ ୫୦ରୁ ଉର୍ଦ୍ଧ ମୃତ ଗାଈ ପଡ଼ିଥିବାର ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande