ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରାର ମହାମିଳନ : ଡିସେମ୍ବର ୨୧ରୁ ୨୩ ତାରିଖ ପଞ୍ଚମ ଜାତୀୟ ସମ୍ବଲପୁରୀ ସମ୍ମେଲନ୍
ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରାର ମହାମିଳନ : ଡିସେମ୍ବର ୨୧ରୁ ୨୩ ତାରିଖ ପଞ୍ଚମ ଜାତୀୟ ସମ୍ବଲପୁରୀ ସମ୍ମେଲନ୍
ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରାର ମହାମିଳନ : ଡିସେମ୍ବର ୨୧ରୁ ୨୩ ତାରିଖ ପଞ୍ଚମ ଜାତୀୟ ସମ୍ବଲପୁରୀ ସମ୍ମେଲନ୍


ସମ୍ବଲପୁର, ୨୦, ଡିସେମ୍ବର (ହି.ସ.)

- ଉଦଘାଟନୀ ଉତ୍ସବରେ ପଦ୍ମଶ୍ରୀ ହଳଧର ନାଗ

- ଉଦଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

- ସମ୍ମିଳନୀରେ ଯୋଗ ଦେବେ ଅନ୍ୟ ପଦ୍ମଶ୍ରୀଙ୍କ ସମେତ ଓଡିଶା ର ମନ୍ତ୍ରୀ, ବିଧାୟକ ଗଣ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ

- ଆଲୋଚନା ଚକ୍ର ରେ ସମ୍ବଲପୁରୀ ର ଅସ୍ମିତା କାଏଲ୍ ଆଏଜ୍ ଆର କାଏଲ୍

- ସମ୍ବଲପୁରୀ କବିତା ପାଠ ରେ ସବୁ ଅଞ୍ଚଳ ରୁ କବି ଲେଖକ ଯୋଗ ଦେବେ

- ପଶ୍ଚିମ ଓଡିଶା ସ୍ତରୀୟ ସମ୍ବଲପୁରୀ ଲୋକ ନୃତ୍ୟ (ସାମୁହିକ) ପ୍ରତିଯୋଗିତା

- ସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସମ୍ବଲପୁରୀ ଚିତ୍ରାଙ୍କନ ପ୍ରତିଯୋଗିତା

- ମହିଳା ଙ୍କ ମଧ୍ୟରେ ସମ୍ବଲପୁରୀ ଖାନ୍'ପାନ୍ ପ୍ରତିଯୋଗିତା

- ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

- ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିରୋଧୀ ଦଳ ର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ରେଙ୍ଗାଲି ପୂର୍ବତନ ବିଧାୟକ ନାଉରି ନାୟକ, ପଦ୍ମଶ୍ରୀ ଡ଼. ଜିତେନ୍ଦ୍ର ହରିପାଲ, ଆଇ ଆଇ ଏମ ନିର୍ଦେଶକ ଡ଼. ମହାଦେଓ ଜୟସୱାଲ ଭଳି ପ୍ରମୁଖ ବ୍ୟକ୍ତି ବିଶେଷ ସମ୍ମିଳନୀ ରେ ଅତିଥି ଭାବେ ସମିଲ ହେବା ପାଇଁ ସ୍ୱୀକୃତି ଦେଇଛନ୍ତି । ଏହିମ କମିଟିର ମୁଖ୍ୟ ଉପଦେଷ୍ଟା ଡ଼.ପ୍ରମୋଦ ରଥ

ଆବାହକ ଭବାନୀ ଶଙ୍କର ଭୋଇ

ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି । ଭାଷା ସାହିତ୍ୟ ସଂଯୋଜକ ଡ଼.ସ୍ୱୟଂ ପ୍ରକାଶ ପଣ୍ଡା

ସାଂସ୍କୃତିକ ସଂଯୋଜକ ଦଶରଥ ମେହେର । ସହଯୋଗରେ ଅଛନ୍ତି

ରାହୁଲ ଗୁପ୍ତା, ଶଙ୍କର ମେହେର, ସୁଷମା ସାହୁ

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande