ଚିଲିକାରେ ବୁଡି ପର୍ଯ୍ୟଟକଙ୍କ ମୃତ୍ୟୁ
ଖୋର୍ଦ୍ଧା, ୨୧ ଡିସେମ୍ବର (ହି.ସ.) - ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରପାଇ ଅଗ୍ନିଶମ ବିଭାଗ ପହଂଚି ବାଘମୁଣ୍ଡା କୂଳରୁ ମତଦେହ ଉଦ୍ଧାର କରିଛି।
ଚିଲିକା

ହିନ୍ଦୁସ୍ଥାନ ସମାଚାର / ରାକେଶ

 rajesh pande