
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ‘ପଲ୍ଲୀକବି’ ନନ୍ଦ କିଶୋର ବଳଙ୍କ ସ୍ମୃତିଚାରଣ
କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା
କହିଛନ୍ତି ଯେ, ବିଶିଷ୍ଟ ଶିଶୁ ସାହିତ୍ୟିକ ‘ପଲ୍ଲୀକବି’ ନନ୍ଦ କିଶୋର ବଳଙ୍କ ଜୟନ୍ତୀରେ କୋଟି
କୋଟି ପ୍ରଣାମ ଜଣାଉଛି । ଶିଶୁମାନଙ୍କ ପାଇଁ ଲିଖିତ ତାଙ୍କର କାଳଜୟୀ ସାହିତ୍ୟ ସମଗ୍ର ପାଇଁ ସେ
ଚିରକାଳ ସ୍ମରଣୀୟ ରହିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା