କେନ୍ଦ୍ରାପଡା କେନାଲର ପୁନଃରୁର୍ଦ୍ଧାର ଓ ଜଳ ଯୋଗାଣ ପାଇଁ ଦାବି
କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - କେନ୍ଦ୍ରାପଡା ସହର ମଧ୍ୟ ଦେଇ ପ୍ରବାହିତ ହେଉଥିବା କେନାଲର ଉଭୟ ପାଶ୍ୱର୍ରେ ଥିବା ଚାଷ ଜମିକୁ ଜଳ ଯୋଗାଇବା ଓ କେନାଲର ପୁନଃରୁର୍ଦ୍ଧାର କରିବା ପାଇଁ ସିପିଆଇ ପକ୍ଷରୁ ଦାବି କରାଯାଇଛ । ଏନେଇ ଏକ ଦାବିପତ୍ର ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର
-----କେନ୍ଦ୍ରାପଡା କେନାଲର ପୁନଃରୁର୍ଦ୍ଧାର ଓ ଜଳ ଯୋଗାଣ ପାଇଁ ଦାବି


କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - କେନ୍ଦ୍ରାପଡା ସହର ମଧ୍ୟ ଦେଇ ପ୍ରବାହିତ ହେଉଥିବା କେନାଲର ଉଭୟ ପାଶ୍ୱର୍ରେ ଥିବା ଚାଷ ଜମିକୁ ଜଳ ଯୋଗାଇବା ଓ କେନାଲର ପୁନଃରୁର୍ଦ୍ଧାର କରିବା ପାଇଁ ସିପିଆଇ ପକ୍ଷରୁ ଦାବି କରାଯାଇଛ । ଏନେଇ ଏକ ଦାବିପତ୍ର ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ରମଣୀ ରଂଜନ ରାଉତରାୟ, ବିକାଶ ଚନ୍ଦ୍ର ବେହେରା, ଆଦିକନ୍ଦ ରାଳ, ନିରଞ୍ଜନ ଦାସ, ସଂଯୁକ୍ତା ରାଉତ, କୈଳାସ ମହାନ୍ତି ଓ ବିଜୟ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande