ସାରସ୍ବତ ସାଧକ ମହାପାତ୍ର ନୀଳମଣି ସାହୁଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.) ସାରସ୍ବତ ସାଧକ ମହାପାତ୍ର ନୀଳମଣି ସାହୁଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ପ୍ରବୀଣ ସାରସ୍ବତ ସାଧକ ମହାପାତ୍ର ନୀଳମଣି
କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 22 ଡିସେମ୍ବର (ହି.ସ.) ସାରସ୍ବତ ସାଧକ ମହାପାତ୍ର ନୀଳମଣି ସାହୁଙ୍କୁ ନମନ

କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ପ୍ରବୀଣ ସାରସ୍ବତ ସାଧକ ମହାପାତ୍ର ନୀଳମଣି

ସାହୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande