
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ପଲ୍ୟୁସନ ସାର୍ଟିଫିକେଟ ପୂର୍ବରୁ ଟ୍ରାଫିକ ଥାନାରେ
ଲୋକଙ୍କ ଲମ୍ବା ଲାଇନ ଲାଗିଛି । ଦୀର୍ଘ ଦିନରୁ
ବକେୟା ଥିବା ଚାଲାଣ ଭରିବାକୁ ଏଭଳି ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘଦିନ ହେବ ଚାଲାଣ ଭରୁ ନଥିବା ଗାଡି ଚାଳକ ଆଜି
ଟ୍ରାଫିକ ଥାନାରେ ଲାଇନ ଲଗାଇ ଫାଇନ ଭରୁଛନ୍ତି ।
ପଲ୍ୟୁସନ ପୂର୍ବରୁ ଗାଡିର ଚାଲାଣ କ୍ଲିୟର କରିବାକୁ ପଡିବ ବୋଲି ଏବେ ଲୋକଙ୍କ ଚେତା ପଶିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା