ପୋଲିରାଜୁ ଜୟପୁର ଭଣ୍ଡାରି ସଂଘ ସଭାପତି ନିର୍ବାଚିତ
ଜୟପୁର, ୨୫ ଡିସେମ୍ବର (ହି.ସ.)- ଜୟପୁର ଭଣ୍ଡାରି ସଂଘର ନିର୍ବାଚନ ସ୍ଥାନୀୟ ଦ୍ଵିତୀୟ ବଜାର ଠାରେ ଥିବା ସଂଘ ଗୃହ ଠାରେ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ଉପଦେଷ୍ଟା ଭାବେ ଅଧିବକ୍ତା ବିଜୟ ରାୟ ଜେନା, ନିର୍ଭୀକ ସାମନ୍ତରାୟ, ସୁମିତ ପଟ୍ଟନାୟକଙ୍କୁ ଚୟନ କରିଥିବା ବେଳେ ନିର୍ବାଚିତ ସଭାପତି ଭାବେ ଏ
ଜୟପୁର ଭଣ୍ଡାରି ସଂଘ ସଭାପତି ପୋଲିରାଜୁ


ଜୟପୁର, ୨୫ ଡିସେମ୍ବର (ହି.ସ.)- ଜୟପୁର ଭଣ୍ଡାରି ସଂଘର ନିର୍ବାଚନ ସ୍ଥାନୀୟ ଦ୍ଵିତୀୟ ବଜାର ଠାରେ ଥିବା ସଂଘ ଗୃହ ଠାରେ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ଉପଦେଷ୍ଟା ଭାବେ ଅଧିବକ୍ତା ବିଜୟ ରାୟ ଜେନା, ନିର୍ଭୀକ ସାମନ୍ତରାୟ, ସୁମିତ ପଟ୍ଟନାୟକଙ୍କୁ ଚୟନ କରିଥିବା ବେଳେ ନିର୍ବାଚିତ ସଭାପତି ଭାବେ ଏ ପୋଲି ରାଜୁ, ଉପ ସଭାପତି କେ. ସନ୍ତୋଷ, ସମ୍ପାଦକ ଟି. ମହେଶ, ଯୁଗ୍ମ ସମ୍ପାଦକ ଏ. ସତ୍ୟନାରାୟଣ, କୋଷାଧ୍ୟକ୍ଷ ୱାଇ ପ୍ରବିନ, ଯୁଗ୍ମ କୋଷାଧ୍ୟକ୍ଷ ଲାଲୁ ବେହେରା ନିର୍ବାଚିତ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande