ଚାନ୍ଦବାଲି ପ୍ରସଙ୍ଗରେ ବିରୋଧୀ କେବଳ ରାଜନୀତି କରୁଛନ୍ତି- ମନମୋହନ ସାମଲ
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ଚାନ୍ଦବାଲି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି | ମୁଖ୍ୟମନ୍ତ୍ରୀ ଦଶ ଲକ୍
ଚାନ୍ଦବାଲି ପ୍ରସଙ୍ଗରେ ବିରୋଧୀ କେବଳ     ରାଜନୀତି କରୁଛନ୍ତି- ମନମୋହନ ସାମଲ


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ଚାନ୍ଦବାଲି ପ୍ରସଙ୍ଗରେ ବିଜେପି

ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଧିବଦ୍ଧ

କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ମୁଖ୍ୟ

ଅଭିଯୁକ୍ତକୁ ଗିରଫ କରାଯାଇଛି | ମୁଖ୍ୟମନ୍ତ୍ରୀ

ଦଶ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି | ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande