ପବିତ୍ର ବଡ଼ଦିନର ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ପବିତ୍ର ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପବିତ୍ର ବଡ଼ଦିନର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁଙ୍କ ଆଶୀର୍ବାଦ ଜୀବନକୁ ଶାନ୍ତି, ପ୍ରେମ ଓ କର
ପବିତ୍ର ବଡ଼ଦିନର ଶୁଭେଚ୍ଛା ଜଣାଇଲେ     ନବୀନ ପଟ୍ଟନାୟକ


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ପବିତ୍ର ବଡ଼ଦିନର

ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ନବୀନ କହିଛନ୍ତି ଯେ, ପବିତ୍ର ବଡ଼ଦିନର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁଙ୍କ ଆଶୀର୍ବାଦ ଜୀବନକୁ

ଶାନ୍ତି, ପ୍ରେମ ଓ କରୁଣାର ଆଲୋକରେ ଆଲୋକିତ କରୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande