ଢେଂକିକୋଟ ପ୍ରଭାତ ଶାଖାର ଗୃହ ସମ୍ପର୍କ ଅଭିଯାନ
କେନ୍ଦୁଝର, 28 ଡିସେମ୍ବର (ହି.ସ.) ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ର ସତ୍ୟ ନାରାୟଣ ପ୍ରଭାତ ଶାଖା, ଢେଂକିକୋଟ ର ସ୍ୱୟଂ ସେବକ ମନେ ଆଜି ସକାଳ ସମୟରେ ଢେଂକିକୋଟ. ଟିକିରା ଗ୍ରାମ ଓ ବଜାର ରେ ଘରେ ଘରେ, ବଜାର ଦୋକାନି ସହ ପରିବାର ସମ୍ପର୍କ ରେ ଥିଲେ। ସେବା, ସମର୍ପଣ ଓ ସମଜ ର ସେବା ରେ ଥିବା ସ୍ୱୟଂ ସ
Dhenkikote gruha sampark abhijan


କେନ୍ଦୁଝର, 28 ଡିସେମ୍ବର (ହି.ସ.)

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ର ସତ୍ୟ ନାରାୟଣ ପ୍ରଭାତ ଶାଖା, ଢେଂକିକୋଟ ର ସ୍ୱୟଂ ସେବକ ମନେ ଆଜି ସକାଳ ସମୟରେ ଢେଂକିକୋଟ. ଟିକିରା ଗ୍ରାମ ଓ ବଜାର ରେ ଘରେ ଘରେ, ବଜାର ଦୋକାନି ସହ ପରିବାର ସମ୍ପର୍କ ରେ ଥିଲେ। ସେବା, ସମର୍ପଣ ଓ ସମଜ ର ସେବା ରେ ଥିବା ସ୍ୱୟଂ ସେବକ ସାମିଲ ହୋଇ, ସ୍ବେଦେଶ ସାମଗ୍ରୀ କିଣିବା, ବ୍ୟବହାର ସହ ଲୋକାଲ ସାମଗ୍ରୀ କିଣିଆମେ ସମୃଦ୍ଧଭାରତ ଗଠନ ରେ ଜଣେ ସାରଥୀ ହେବା ସଚେତନ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶତାବ୍ଦୀ ର ବର୍ଷ ରେ ସାମାଜିକ ସମରସତା ସହ ଭାଇଚାରା ସହ ହିନ୍ଦୁ ସମିଳନୀ ପାଳନ ଢେଂକିକୋଟ ହନୁମାନ ବାଟିକା ରେ ସମିଳନୀ ରେ ସାମିଲ ହେବା କୁହାଯାଇଛି କରପତ୍ର, ସଂଘ ର ପୁସ୍ତକ ଓ ସେବା ସଂଗଠନ ସମର୍ପଣ ର ଭାରତ ମାତା ଙ୍କ ଅଖଣ୍ଡ ଭାରତ ଷ୍ଟିକର ଦୋକାନ ଓ ପରିବାର କାନ୍ଥ ରେ ଅନୁମତି ନେଇ ସ୍ୱୟଂ ସେବକ ମନେ ଲଗେଇ ଥିଲେ। ସମସ୍ତ ଗୃହ କର୍ତ୍ତା ଓ ବଜାର ଦୁକାନୀ ସାମଜିକ କର୍ମୀ ଓ ଜନସାଧାରଣ ସାଧୁ ବାଦ ଜଣାଇ ଇଥିଲେ ସ୍ୱୟଂସେବକ ସହ ଜିଲ୍ଲା ସଂଘ ଚାଳକ ଭାଗିରଥି ପୃଷ୍ଟି, ସାଂସଦ ଅନନ୍ତ ନାୟକ, ତପନ ବେହେରା, ବିଶ୍ୱ ରଞ୍ଜନ ପୃଷ୍ଟି, ଶରତ ରାଉତ, ସନାତନ ନାୟକ, ଅନ୍ତର୍ଯ୍ୟାମୀ ନାୟକ, ସଂଘ ବିସ୍ତାରକ କୁଶ ବେହେରା,କୃଷ୍ଣ ବାରିକ, ମଣ୍ଟୁ ମଣ୍ଡଳ,ଅଜୁ ହାତୀ, ଅମୁ ବେହେରା, ଅର୍ଜୁନ ବାରିକ, କାନ୍ଦର୍ପ ନାଏକ, ରାମଚନ୍ଦ୍ର ସାହୁ, ରାଧାକାନ୍ତ ବେହେରା, ଦିନା ମହାନ୍ତ, ବାପି ମଣ୍ଡଳ, ଆଶିଷ ମଣ୍ଡଳ ସହ ଅଖିଳ କୁମାର ପାତ୍ର ପ୍ରମୁଖ ଏହି ଗୃହ ସମ୍ପର୍କ ଅଭିଯାନ ରେ ସାମିଲ ହୋଇ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande