ପୁରାତନ ପ୍ରଦକ୍ଷଣ ଗୃହର ମରାମତି ଓ ନବିକରଣ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୨୮ ଡିସେମ୍ବର (ହି.ସ.)- କେନ୍ଦୁଝର ଗସ୍ତର ତୃତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରସ୍ଥିତ ପୁରାତନ ପ୍ରଦକ୍ଷଣ ଗୃହର ମରାମତି ଓ ନବିକରଣ ଏବଂ ଏହା ପରିସରରେ ନୂତନ ସଂଲଗ୍ନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମର
Cm bhitipastar


କେନ୍ଦୁଝର, ୨୮ ଡିସେମ୍ବର (ହି.ସ.)- କେନ୍ଦୁଝର ଗସ୍ତର ତୃତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରସ୍ଥିତ ପୁରାତନ ପ୍ରଦକ୍ଷଣ ଗୃହର ମରାମତି ଓ ନବିକରଣ ଏବଂ ଏହା ପରିସରରେ ନୂତନ ସଂଲଗ୍ନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ତାଙ୍କ ସହ ତେଲକୋଇ ବିଧାୟକ ଡଃ. ଫକିର ଚରଣ ନାୟକ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନୀକୁ ସାହୁ, ଜିଲ୍ଲାପାଳ ବିଶାଳ ସିଂଙ୍କ ସମେତ ବହୁ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande