ନୟାପଲ୍ଲୀ 27 ନଂ ୱାର୍ଡ 147 ନଂ ବୁଥରେ ମନ୍ କୀ ବାତ ଶୁଣିଲେ ବିଜେପି ରାଜ୍ୟ ସଭାପତି
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତାଙ୍କ ସହ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ନୟାପଲ୍ଲୀ 27 ନଂ ୱାର୍ଡ 147 ନଂ ବୁଥରେ କାର୍ଯ୍ୟକର୍ତ୍ତଙ୍କ ଗହଣରେ
ମନମୋହନ ସାମଲ


ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଲେ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତାଙ୍କ

ସହ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ନୟାପଲ୍ଲୀ 27 ନଂ ୱାର୍ଡ 147 ନଂ ବୁଥରେ

କାର୍ଯ୍ୟକର୍ତ୍ତଙ୍କ ଗହଣରେ 129 ତମ

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିଥିଲେ ରାଜ୍ୟ ସଭାପତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande